ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କୁ ଶ୍ରଦ୍ଧାଞୀଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପ୍ରଫୁଲ୍ଲ ସାହୁଙ୍କ ପିତା ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କ ତ୍ରିବେଣୀ ମଙ୍ଗମ ଠାରେ ଅସ୍ଥି ବିସର୍ଜନ କରାଯାଇଛି । ଏହି ଉପଲେକ୍ଷ ଆଜି ପାଇକମାଲ ଧର୍ମଶାଲା ଠାରେ ଏକ ଶ୍ରଦ୍ଧାଞୀଳି ସଭାରେ ଆୟୋଜିତ ହୋଇଥିଲା । ଶ୍ରଦ୍ଧାଞୀଳି ସଭାରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କ ଫଟୋଚିତ୍ର ଶ୍ରଦ୍ଧାଞୀଳି ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ କ୍ଷେତ୍ରବାସୀ ସାହୁ ଅଞ୍ଚଳ ପ୍ରତି ଅନେକ ଅବଦାନ ଥିଲା ଓ ତାଙ୍କର ଉପସ୍ଥିତ ସମୟରେ ପ୍ରତ୍ୟେକ ବର୍ଷ ଏକ ପାଲା ମଞ୍ଚ ଆୟୋଜନ କରି ଅଞ୍ଚଳର ଶୋଭା ବଢାଉ ଥିଲେ ସ୍ୱର୍ଗତ ସାହୁ । ପାଇକମାଲ ସହର ଜଣାଣୁଣା ପରିଚିତ ତଥା ବିଜେପି ଯୁବନେତା ଡା. ଆଶୁତୋଷ ସାହୁଙ୍କ ଅଜା ଅଟନ୍ତି ।

Leave A Reply

Your email address will not be published.