ସହର ଭିତରେ ବୁଲୁଛି ବିରାଟ ଅଜଗର ଓଡିଶା By Koshala Prabaha On Sunday 10th January 2021, 11:22 am Share ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ସହରର ଗୋକର୍ଣ୍ଣେଶ୍ବର ପଡାର ୨ ନଂ ଗଳିରେ ଏକ ବିରାଟ ଅଜଗର ରାସ୍ତା ପାରି ହେଉଥିବାର ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସହରର ଜନ ଗହଳି ଭିତରକୁ ଅଜଗରଟି ପଶିଆସିଥିବା ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । subarnapur news