oum

ତୃଣମୂଳ ସ୍ତରରେ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଆଲୋଚନା

jsm

ବେଲପଡା, (କରୁଣାକର ବୁଡେକ) : ଗତକାଲି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବେଲପଡା ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବେଲପଡା ବିଜୁ ଜନତା ଦଳର ସକ୍ରିୟ ମହିଳା କର୍ମକର୍ତ୍ତାଙ୍କୁ ନେଇ ଏକ ସଭା ଆୟୋଜନ ହୋଇଥିଲା । ତୃଣମୂଳ ସ୍ତରରେ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଏହି ସଭାରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ବିଧାୟକ ସରୋଜ ମେହେରଙ୍କ ବହୁ ଦଳୀୟ ମହିଳା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.