oum

ବିଜେପୁର ତହସିଲଦାର୍‌ ଭାବେ ଯୋଗଦେବେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିବା ବେଳେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟିଙ୍କୁ ବିଜେପୁର ତହସିଲ୍‌ଦାର୍‌ ଭାବେ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ଆଦେଶ ଅନୁସାରେ ଆଗାମୀ ଦିନରେ ସେ ବିଜେପୁର ତହସିଲଦାର ଭାବେ ଯୋଗଦେବେ ।

Leave A Reply

Your email address will not be published.