
ବଲାଙ୍ଗିର, (କେପିଏନ୍ଏସ୍) : ‘ବିଚାର’ ପକ୍ଷରୁ ମାସିକ ଆଲୋଚନାଚକ୍ର ଗତକାଲି ସନ୍ଧ୍ୟା ୭ଟା ସମୟରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ‘ଇଣ୍ଡିଆ ବନାମ ଭାରତ’ ରହିଥିବା ବେଳେ ବକ୍ତା ଭାବରେ ଏଥିରେ ଯୋଗଦାନ କରିଥିଲେ ବିଶିଷ୍ଟ ପ୍ରାବନ୍ଧିକ ତୁଳସୀ ଜୈନ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।