ମଧ୍ୟାହ୍ନ ଭୋଜନ ରାନ୍ଧିବା ବେଳେ ପାଚିକାଙ୍କ ଜଳିଗଲା ହାତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକଲୋ ବ୍ଲଖ ବଡବାଙ୍କି ପଞ୍ଚାୟତ ଚାରପାଣି ଗ୍ରାମର ଉନ୍ନୀତ ସ୍କୁଲରେ ଗତକାଲି ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ସମୟରେ ପାଚିକା କନକ ବାଗ(୫୦)ଙ୍କ ହାତ ଜଳିଯାଇଥିବା ଜଣାପଡିଛି । ସେହି ଗ୍ରାମର ୱାର୍ଡ ସଭ୍ୟ ଜ୍ଞାନରଞ୍ଜନ ଓ ପ୍ରଭାତ ନାଗ ଖବର ପାଇ ତାଙ୍କୁ ବଡବାଙ୍କୀକୁ ନେଇ ଚିକିତ୍ସା କରାଇଥିଲେ ।

Leave A Reply

Your email address will not be published.