om academy

ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ ବଲାଙ୍ଗିର ଜିଲ୍ଲାପାଳ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ସୂଚନାଯୋଗ୍ୟ ଯେ, ଡ. ଉଦ୍‌ଗାତା କିଛି ଦିନ ତଳେ ରାଧାରାଣୀପଡ଼ା ସ୍ଥିତ ତାଙ୍କ ବାସଭବନ କବିକୁଟୀରରେ ପଡ଼ି ଯାଇଥିବା ବେଳେ ତାଙ୍କ ନାକ ଓ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପଦ୍ମଶ୍ରୀ ଡ. ଉଦ୍‌ଗାତାଙ୍କ ବାସଭବନକୁ ଯାଇ ତାଙ୍କୁ ସକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିଛନ୍ତି ।

Leave A Reply

Your email address will not be published.