om academy

ନବୀନଙ୍କୁ ଭେଟିଲେ କଳିକେଶ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିବା ଜଣାପଡ଼ିଛି । କଳିକେଶ ଅଂଚଳର ଉନ୍ନତି ପାଇଁ ନବୀନଙ୍କ ସହ ଆଲୋଚନା କରିଥିବା ବେଳେ ଏହି ସମୟରେ କଳିକେଶଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.