ନବୀନଙ୍କୁ ଭେଟିଲେ ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ୍‌

ଭୁବନେଶ୍ୱର : ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ଭାରତୀୟ ସଙ୍ଗୀତକାର ତଥା ପରିବେଶବିତ୍‌ ଡ. ରିକି କେଜ୍‌ ଶୁକ୍ରବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ନିକଟ ଅତୀତରେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.