om academy

ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ଭାସିଗଲେ ୨ ଭାଇ

jsm

ଜୟପୁର : କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ୨ ଭାଇ ଭାସିଯାଇଥିବା ଖବର ମିଳିଛି । ସେମାନଙ୍କ ଘର ଜୟପୁର ଇରିଗେସନ କଲୋନୀରେ ବୋଲି ଜଣାପଡିଛି । ଭାସିଯାଇଥିବା ୨ ଭାଇ ଆଦିତ୍ୟ ସ୍ବାଇଁ ଓ ସୁମିତ ସ୍ବାଇଁ ବୋଲି ଜଣାପଡିଛି ।

Leave A Reply

Your email address will not be published.