ଛତ୍ରପୁରରେ ଭାରତ ବନ୍ଦ ସଫଳ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବାମ-ପନ୍ଥୀ ଦଳ ସମର୍ଥିତ ନେତ୍ତୃବର୍ଗ ଓ କର୍ମୀମାନେ ଏବଂ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନକୁ ଜୋରଦାର ହରତାଲ ସୃଷ୍ଟି କରି ତଥା ବାଇକ ରାଲିର ଆୟୋଜନ କରାଯାଇ ଭାରତ ବନ୍ଦକୁ ସଫଳ କରିଥିଲେ ।

Leave A Reply

Your email address will not be published.