ପ୍ରଥମ କରି ବଲାଙ୍ଗିର ସହରରେ ଆରମ୍ଭ ହେଲା ଓପନ୍‌ ଜୁମ୍ବା : ଯୋଗ ଦେଲେ ଶତାଧିକ ଯୁବପିଢି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରଥମ କରି ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ କ୍ଲବ ପକ୍ଷରୁ ସ୍ଥାନୀୟ ଜୋଗର୍ସ ପାର୍କରେ ଓପନ ଜୁମ୍ବା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଓପନ ଜୁମ୍ବାରେ ସହରର ଶତାଧିକ ଯୁବପିଢି ସାମିଲ ହୋଇଥିଲେ । ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ୍‌ର ପରିଚାଳକ ଶୁଭମ ଦର୍ଜୀଙ୍କ ସହ ଜୁମ୍ବା ପ୍ରଶିକ୍ଷକ ଭିକି ପ୍ରୋ, ମୁଖ୍ୟ ପ୍ରଶିକ୍ଷକ ସାର୍ଥକ ଶ୍ରୀବାସ୍ତବ, ସ୍ୱପ୍ନା ବ୍ୟାସ, ଅନିଶ ଦାଶ, ଅଜୟ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.