oum

ଲଣ୍ଡାପଥର ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବେହେରାପାଲି ଚାମ୍ପିଅନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଆରସିସିସି ପକ୍ଷରୁ ଏକ ଦିବସୀୟ ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବେହେରାପାଲି ଦଳ ଚାମ୍ପିଅନ ହୋଇଥିଲା ।

Leave A Reply

Your email address will not be published.