ସାମାନ୍ୟ ବର୍ଷା ପରେ କମିଛି ଗରମ

ଡୁଡୁକା, (ସୁଶୀଳ କୁମାର ମିଶ୍ର) : କିଛି ଦିନର ଅସମ୍ଭାଳ ଗରମ ଓ ଗୁଳୁଗୁଳିରୁ ଗତକାଲି ଆଗଲପୁର ବ୍ଲକ ଡୁଡୁକାବାସୀଙ୍କୁ ମିଳିଛି ଟିକେ ଆସ୍ୱସ୍ତି । ଗତକାଲି ସଂନ୍ଧ୍ୟା ସମୟରେ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇଛି । ଗତକାଲି ତାପମାତ୍ରା ୪୨ ଡିଗ୍ରୀ ରହିଥିବା ବେଳେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା । ଫଳରେ ଶୀତଳ ପବନ ବହିବାରୁ ଲୋକେ ଟିକେ ଆସ୍ୱସ୍ତି ପାଇଛନ୍ତି ।

Leave A Reply

Your email address will not be published.