centurian jitm

ଆଞ୍ଚଳିକ ଧନୁଯାତ୍ରା ପାଇଁ କଳାକାର ବରଣ

nschool

ଝାରମୁଣ୍ଡା : ଆସନ୍ତା ଡିସେମ୍ବର ୧୫ ତାରିଖରୁ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଝାରମୁଣ୍ଡା ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସୋମବାର କଳାକାର ବରଣ କରାଯାଇଛି । କଂସ ଭୂମିକା ପାଇଁ ବିଜୟ ଦତ୍ତ, ମନ୍ତ୍ରୀ ସୁଦାମ ପଧାନ, ଉଗ୍ରସେନ ନବୀନ ଷାଣ୍ଢ, ଚାଣୁର ଭୂମିକା ପାଇଁ ଚଉଦ ମେହେର ଓ ଅନ୍ୟ ସମସ୍ତ କଳାକାରଙ୍କୁ ନିମନ୍ତ୍ରଣ ଦିଆଯାଇଛି । କାଳକୃଷ୍ଣ ଧରୁଆ, ଆନନ୍ଦ ମେହେର, କୀର୍ତ୍ତନ ମେହେର, ସଦାନନ୍ଦ ମେହେର, ରଜନୀ ସା, ଗୋବିନ୍ଦ ବାରିକ ଏବଂ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.