ls

ଉଦାହରଣ ସାଜିଛି ଟେକ୍‍ ହୋମ୍‍ ରାସନ ବଣ୍ଟନ ବ୍ୟବସ୍ଥା

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗର୍ଭବତୀ, ମା’ ଏବଂ ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଘରେ ଯୋଗା ଯାଉଥିବା ଟେକ୍‍ ହୋମ୍‍ ରାସନ ବଣ୍ଟନ ବ୍ୟବସ୍ଥାରେ ଏସଏଚଜିଙ୍କ ଭାଗିଦାରୀ ପାଇଁ ଓଡ଼ିଶାକୁ ନୀତିଆୟୋଗ ଓ WFP ପ୍ରଶଂସା କରିଛି । ଗୋଷ୍ଠୀ ସହଭାଗିତାରେ ରାସନ ବଣ୍ଟନ ସୁବ୍ୟବସ୍ଥିତ ହେବା ସହ ସମସ୍ତଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

pc pk
Leave A Reply

Your email address will not be published.