oom

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଡେମୋଟ୍ରେସନ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ସାମ୍ନାରେ ଆଜି ଅପରାହ୍ଣରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ୬ ଦଫା ଦାବୀ ନେଇ ଡେମୋଟେସନର ଆୟୋଜନ ହୋଇଯାଇଛି । ଆସନ୍ତା ୩୦ ଓ ୩୧ ତାରିଖରେ ସାରା ଭାରତରେ ବ୍ୟାଙ୍କ ଷ୍ଟ୍ରାଇକ୍‌ ଡାକରା ଦିଆଯାଇଛି । ଏଥିରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନର ଡିଷ୍ଟ୍ରିକ୍‌ କନଭେନର ରୋହିତ କୁମାର ଶତପଥୀ, ଭାଇସ ପ୍ରେସିଡେଣ୍ଟ ରୂପେଶ ଦଳାଇ, ସେକ୍ରେଟାରୀ ଗୋବର୍ଦ୍ଧନ ଦାସ, ପ୍ରଫୁଲ୍ଲ ଭଇଁସା, ସୂଚୀସ୍ମିତା ନାଏକ, ଶିବାନନ୍ଦ ଦାଶ, ସଂଦୀପନ ଦାଶ, ବିଜନ ବାରିକ, ସରୋଜ ନାୟକ, ପ୍ରଦ୍ୟୁମ୍ନ ସ୍ୱାଇଁ, ସୌମ୍ୟ ଦାନୀ, କୁନ୍ଦୁରୁ ଦଳାଇ, ମୋନାଲିସା ସାହୁ, ଆନନ୍ଦ ମିଶ୍ରଙ୍କ ସମେତ ଅନେକ ସଦସ୍ୟ ସଦସ୍ୟା ସାମିଲ ଥିଲେ ।

jittmm
Leave A Reply

Your email address will not be published.