oom

‘ଭାରତ ବନ୍ଦ’ ପ୍ରଭାବରେ ବାଲେଶ୍ୱର ବନ୍ଦ

jsmm

ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଆଇନକୁ ବିରୋଧି କରି ମଙ୍ଗଳବାର ସକାଳ ୬ ଟାରୁ ବାଲେଶ୍ୱର ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ କୃଷକ ସଂଗଠନ ସହିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ରୀୟ ଫେଡରେଶନ, କଂଗ୍ରେସ ଓ ବାମଦଳ ଏଥିରେ ସାମିଲ ହୋଇଛନ୍ତି ବନ୍‌ନ୍ଦ ପାଳନରେ। ନୂତନ କୃଷିନୀତି ପ୍ରତ୍ୟାହାର ଦାବୀରେ ବିକ୍ଷୋଭକାରୀ ମାନେ ଦଳ ଦଳ ହୋଇ ରେଳଷ୍ଟେସନ, ବସଷ୍ଟାଣ୍ଡ, କୋର୍ଟ କଚେରୀ, ଜିଲାପାଳ ଅଫିସ, ପରିବା ମାର୍କେଟ, ବ୍ୟାଙ୍କ ଭଳି ବିଭିନ୍ନ ସ୍ଥାନ ବନ୍ଦ କରିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.