ମାଣ୍ଡୋସିଲ ଜୁନିଅର କଲେଜରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଦିନ ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ୟୁଥ ରେଡକ୍ରସ ଆନୁକୂଲ୍ୟରେ ମାଣ୍ଡୋସିଲ ଜୁନିଅର କଲେଜରେ ସମସ୍ତ ଅଧ୍ୟାପକ ତେଜରାଜ ସାହୁ, ପରମେଶ୍ୱର ସାହୁ, ବୈବସୁତ ପ୍ରଧାନ, ରିପନ ସାହୁ, ଭେଙ୍କଟ ପ୍ରଧାନ, ହେମନ୍ତ ବରିହା, ପ୍ରେମ କୁମାର ସାହୁ, ମହମ୍ମଦ ସାହିଦ, ଅଧ୍ୟାପିକା ପୁଷ୍ପାଞ୍ଜଳି ମହାପାତ୍ର, ଅନାମିକା ସାହୁ, ଜୟଶ୍ରୀ ମେହେର, ବୀରେନ୍ଦ୍ରିକା ତାଣ୍ଡି, ବବିତା ପ୍ରଧାନ, ଶ୍ରୀୟା ଭୋଇ, କର୍ମଚାରୀ ନରେଶ୍ୱର ସାହୁ, ମୁକେଶ ପ୍ରଧାନ, ନାରାୟଣ ଖୁଣ୍ଟିଆ, ଖଗପତି ଭୋଇ, ଦେବରାଜ ମେହେର, ଅରକ୍ଷିତ ସରିଆ, ତପନ ପ୍ରଧାନ, ଲାଲା ପଟେଲ, ଗୋବର୍ଦ୍ଧନ କୁମ୍ଭାର, ବିନୋଦ କୁମ୍ଭାର, ଦମୟନ୍ତୀ ରଣା ତଥା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଛି । ଆମ ପରିବେଶ କିପରି ସବୁଜ ଶ୍ୟାମଳ ହୋଇପାରିବ ସେଥିପାଇଁ ଛୋଟ ପ୍ରୟାସ କରାଯାଇଛି । ଏଥିରେ ଅନେକ ଗୁଡିଏ ବୃକ୍ଷ ରୋପଣ କରାଯାଇଛି । ୟୁଥ ରେଡକ୍ରସ କାଉନସିଲର ଶଙ୍କର ପ୍ରସାଦ ମହାକୁଡ଼ ସମସ୍ତଙ୍କୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.