ପାଟଣାଗଡ଼ ଜିଲ୍ଲା ପରିଷଦ ଜୋନ ନଂ. ୧୬ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀଙ୍କ ଆଗୁଆ ଗଣତି ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତିରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜୋନ ନଂ ୧୬ ଓ ୨୭ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀ ୨୨୫୬ ଭୋଟରେ ଆଗୁଆ ଥିବା ବେଳେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ହୃଷିକେଶ ଭୁଏ ୧୮୧୮ ଖଣ୍ଡ ଭୋଟ ପାଇଛନ୍ତି । ନିକଟତମ ବିଜେପି ପ୍ରାର୍ଥୀଙ୍କଠାରୁ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ବାଳିକା ମାଝୀ ୪୩୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Leave A Reply

Your email address will not be published.