ବଲାଙ୍ଗିର, (କେପିଏନ୍ଏସ୍) : ତହସିଲ ଅଫିସରେ କର୍ମଚାରୀ ଅଭାବ ତଥା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଅନେକ କାମ ହୋଇ ପାରୁ ନାହିଁ ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ସମସ୍ୟର ସମାଧାନ ଦାବୀରେ ଆଜି ତହସିଲ ଅଫିସରେ ତାଲା ଦେବା ସହ ଆନ୍ଦୋଲନରେ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ବସିଥିବା ନେଇ ଦେଖିବାକୁ ମିଳିଥିଲା ।