ବଲାଙ୍ଗିର : ହ୍ୟୁମାନଙ୍କ ମେନେଜର ଯିବେ ଜେଲ । ବଲାଙ୍ଗିର ଟାଉନ ଥାନାରେ ହେଲା ଏତଲା । ମେନେଜର୍ ପପୁଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଖ୍ରୀଷ୍ଟିଆନ୍ ସମାଜର ଯୁବକ ମାନେ ଆଇଆଇସି ଅବନୀ ସାହୁଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି।