om academy

ଆୟୁଷ ଡ଼ାକ୍ତର ଏସୋସିଏସନ୍‌ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶଙ୍କୁ ସମ୍ବର୍ଦ୍ଧନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆୟୁଷ ଡ଼ାକ୍ତର ଏସୋସିଏସ୍‌ନ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର ତଥା ବ୍ୟଦ୍ୟୁତିକ ଓ ସୂଚନା ବେଷୟିିକ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମୟରେ ଆୟୁଷ ଡ଼ାକ୍ତର ଏସୋସିଏସ୍‌ନର ବହୁ ସଦସ୍ୟ ସଦ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.