jayashree

ଅନାଥ ଶିଶୁଙ୍କୁ ପୃଷ୍ଟ ପୋଷକତା ସହାୟତା ଉପରେ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଠାରେ ୧୦ଟି ପରିବାରର ଅନାଥ ଶିଶୁ ଓ ରକ୍ଷଣା ବେକ୍ଷଣ କରିଆସୁଥିବା ସମ୍ପର୍କୀୟ ମାନଙ୍କ ସହିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ ସିଂ, ଅଣ ଆନୁଷ୍ଠାନିକ ଅଧିକାରୀ ଏସ୍‌ଏସ୍‌ କୁମ୍ଭାର, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଉପସ୍ଥିତ ରହି ଶିଶୁମନେଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ନିମନ୍ତେ ଶିଶୁମାନଙ୍କ ପାଇଁ ଦିଆଯାଉଥିବା ମାସିକ ୪୦୦୦/- ଟଙ୍କା ସହାୟତା ରାଶିକୁ କେବଳ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ପାଇ ଉଦ୍ଧିଷ୍ଟ ବୋଲି ଜଣାଇଥିଲେ ।

Leave A Reply

Your email address will not be published.