om academy

ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

jsm

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଦୁରଗାଁ ଗ୍ରାମରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଳନ ପାଇଁ ଦଶହରା ମଣ୍ଡପ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମୂର୍ତ୍ତି ଓ ସାଜସଜ୍ଜା ଉପରେ ଯାହା ଉଲେଖ ରହିଛି ତାହାକୁ ଦୃଷ୍ଟିରେ ରଖି ପୂଜା କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ପୂଜା କମିଟିର ସଭାପତି ସିନ୍ଧୁ ମାଝୀ, ଉପସଭାପତି କମଳଲୋଚନ ଜାନୀ ସମ୍ପାଦକ ବିଶ୍ଵନାଥ ବିଷୋୟୀ, କମିଟି ସଦସ୍ୟ ପ୍ରମୋଦ କୁମାର ପଟ୍ଟନାୟକ, ଗୁପ୍ତେଶ୍ୱର ବିଷୋୟୀ, ଧନୁର୍ଯୟ ବିଷୋୟୀ, ସମଧୁ ମାଝୀ, ଲଳିତ ଜାନୀ, କୃଷ୍ଣା ଭତରା, ରାମ ଚନ୍ଦ୍ର ଭତରା, ଗଣପତ୍ ଭତରା, ମାନସିଂ ମାଳି, କୈଳାସ ମାଝୀ, ବଲିରାମ ମାଳି, ମହେନ୍ଦ୍ର ମାଳି, ହରିହର ଜାନୀ, କମଲସାଇ ମାଝୀ, ରଘୁ ମାଝୀ, ନରାୟନ ଭତରା, କମଲସାଇ ଜାନୀ, ଡମ୍ବରୁ ମାଝୀ, ଜଗନ୍ନାଥ ମାଝୀ, ଧରମୁ ଭତରା, ନର ଜାନୀ, ଫଗନୁ ଜାନୀ, ତୁଲରାମ ମାଝୀ, ପନକୁ ଭତରା, ସଭାରାମ ଭତରା, ରନସାଇ ଭତରା, ଡମ୍ବରୁ ଭତରା, ଜିନୋବନ୍ଧୁ ମାଝୀ, ପୁନୁ ମାଳି ପ୍ରମୁଖ ଉପସ୍ଥିତ ରହି ବୈଠକରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.