ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ

ଭୁବନେଶ୍ୱର : ଆଜି ଶ୍ରୀକପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ । ଏହି ବୈଠକ ପରେ ସ୍ପଷ୍ଟ ହୋଇଯିବ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହେବ କି ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବୈଠକରେ ସମସ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ଉଭୟ ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱର ମନ୍ଦିର ସେବାୟତ ନଜର ରହିଛି ।

Leave A Reply

Your email address will not be published.