oom

ମୁରିବାହାଲରେ ଆଶାକର୍ମୀ ସଂଘ ବୈଠକ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ଆଶାକର୍ମୀ ସଂଘ ମୁରିବାହାଲ ସିଏଚ୍‌ସି କମିଟିର ଏକ ବୈଠକ ଗୁରୁବାର ପୁଷ୍ପା କୁମ୍ଭାରଙ୍କ ସଭାପତିତ୍ୱରେ ସ୍ଥାନୀୟ ବାବାମଠଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ରୂପେ ପଦ୍ମନାଭ ସାହୁ, ଉପସଭାପତି ଝସକେତନ ଦୀପ, କାଶୀରାମ ମେହେର, ଧୀର ମୁଗ୍ରୀ, ସୁଷମା ମେହେର, ସାଧାରଣ ସମ୍ପାଦକ ପୁଷ୍ପା କୁମ୍ଭାର, କଳାବତୀ ବିଭାର, ସଂଯୁକ୍ତା ପସାୟତ, ଆରତୀ ସୁନା, ମଧୁମତୀ ଦାସ, ଲବଣୀ ତାଣ୍ଡି, କୋଷାଧ୍ୟକ୍ଷ ଧାଈ ରଣା, ଶୋଭାଗିନୀ ତାଣ୍ଡି, ଭାଗ୍ୟ ଖରସେଲଙ୍କୁ ମନୋନୀତ କରାଯାଇଥିଲା ।

jittmm
Leave A Reply

Your email address will not be published.