oum

ଦେବଙ୍ଗ ହାଇସ୍କୁଲରେ ପୁରାତନ ଛାତ୍ରଙ୍କ ବୈଠକ

jsm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ରାମରତନ ମେହେର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳିଷ୍ଠ ପ୍ରଧାନ, ସାଧୁରାମ ପାଣିଗ୍ରାହୀ, ଚନ୍ଦ୍ରମଣି ଭାଟି, ଚୌବନ ଜାନୀ, ବୀରେନ୍ଦ୍ର ଖଟୁଆ ଓ ଗୌରାଙ୍ଗ ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତପନ ସାହୁ, ଗୁଣସାଗର ସାହୁ, ଫକିର ବେହେରା, ବିକାଶ ହାତୀ, ଅନିଶା ନେଓରା ପ୍ରମୁଖଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.