ସହରରେ ବଢୁଥିବା ଅପରାଧକୁ ରୋକିବା ପାଇଁ ପେଟ୍ରୋଲିଂ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଓ ଟାଉନ ଥାନା ପରିସରରେ ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ତତ୍ୱାବଧାନରେ ସହରରେ ବଢୁଥିବା ଅପରାଧକୁ ରୋକିବା ପାଇଁ ପେଟ୍ରୋଲିଂ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟାଉନ ଥାନା ଆଇଆଇସି ନିଜ ପୋଲିସ ଟିମ୍‌କୁ ଅପରାଧକୁ ରୋକିବା ପାଇଁ କଡାକଡି ଭାବରେ ସହର ସାରା ପେଟ୍ରୋଲିଂ କରିବା ପାଇଁ କହିଥିଲେ ।

Leave A Reply

Your email address will not be published.