ଉଲୁଣ୍ଡା, (କେପିଏନ୍ଏସ୍) : ଉଲୁଣ୍ଡା ବ୍ଲକ ଅଫିସରେ ୧୭ଟି ଗ୍ରାମ ପଞ୍ଚାୟତର କୃଷକ ସାଥୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କୃଷକ ସାଥୀମାନେ ଚାଷୀଙ୍କ ସହ ସଂପର୍କ ଯୋଡି ସରକାରୀ ଯୋଜନାର ସଫଳ ରୂପାୟନ କରୁଛନ୍ତି । ହେଲେ ସରକାର କୃଷକ ସାଥୀଙ୍କୁ ଉଚିତ ଦରମା ଦେଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ଉଚିତ ଦରମା ନଦେଲେ ଆନ୍ଦୋଳନ କରାଯିବ ବୋଲି ସଭାପତି କୁଶ ସାହୁ ଓ ସୁବଳ ଗାଈଗରିଆ ପ୍ରକାଶ କରିଛନ୍ତି ।
Prev Post
Next Post