ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରିଣୀ ବୈଠକ ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାରଙ୍କ ଆହ୍ୱାନ କ୍ରମେ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ସମାପନ ହୋଇ ସର୍ବ ବର୍ଷ ପରି ଏ ବର୍ଷ ତା.୨୩.୦୯.୨୦୨୫ ସକାଳ ୧୦ଟା ସମୟରେ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁ ସ୍ଥିରିକୃତ ହୋଇଛ । ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସେବା ସଂସଦର ସମସ୍ତ ପରିବାର ଏକତ୍ରିତ ହୋଇ ସଂପନ୍ନ କରିବାକୁ ସଂପାଦକ ବସନ୍ତ ଆଚାର୍ଯ୍ୟ ଅନୁରୋଧ କରିଛନ୍ତ । ଉକ୍ତ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପଠନ ଏନଂ ନୂଆଁଖାଇର ତାତ୍ପର୍ଯ୍ୟ ସମ୍ବନ୍ଧେ ଆଲୋଚନା ହେବ । ଶେଷରେ ରାଧାକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post