oom

ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମରେ ଆମ୍ବେଦକର ୱାରିଅର ତରଫରୁ ଆସନ୍ତା ୨୬ ତାରିଖ ସଂବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ରଖାଯାଇଥିଲା ଉକ୍ତ ବୈଠକ ଟେମରି ଗାଁରେ ସଂବିଧାନ ଦିବସ ପାଳନ କରିବାର ନିଷ୍ପତି ନିଆଗଲା । ବୈଠକରେ ଆମ୍ବେଦକର ୱାରିଅରର ପ୍ରତିଷ୍ଠାତା ଜୟ କୁମାର ଜାଲ ସଂଗଠନ ଜିଲ୍ଲା ସଭାପତି ସନ୍ତୋଷ ବାଘ ସବଡ଼ିଭିଜନ ସଭାପତି ମୁରଲୀ ସୁନା ସମ୍ପାଦକ ସୁନୀଲ ମହାନନ୍ଦ ପଦ୍ମପୁର ସଭାପତି ସ୍ଵର୍ଣ ବିଭାର ଝାରବନ୍ଧ ସଭାପତି ସୁଶାନ୍ତ କଲେତ ଏବଂ କାର୍ଯ୍ୟକାରୀ କମିଟିର ଅନନ୍ତ ବେସରା ବସୁ ଦେବ ମହାନନ୍ଦ ଏବଂ ଟେମରିର ବିଜୟ ବାଗ ଶେଷ, ଅଲେଖ, ନିରଞ୍ଜନ, ବିଜୁ, ହର, ସଦାନନ୍ଦ, ରାଜକୁମାର ଏବଂ ଟେମରି ଗ୍ରାମର ସମସ୍ତ ଯୁବକ ତଥା ଆମ୍ବେଦକର ୱାରିଅରର ସଦସ୍ୟ ବୃନ୍ଦ ଭାଇମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.