oom

ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲଠାରେ କୁଶମେଲ ମଣ୍ଡଳ ସଭାପତି କିଶୋର ପଟେଲଙ୍କ ସଭାପତିତ୍ୱରେ ବିଜେପିର ମଣ୍ଡଳ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ସମେତ ବୈଠକ ପ୍ରଭାରୀ ଜୌତିରଂଜନ ରାଉତ, ଏମପି ନୋମିନି ବାଳକୃଷ୍ଣ ଧରୁଆ, ଜିଲ୍ଲା ଉପସଭାପତି ଲେକୃ ତ୍ରିପାଠୀ, ରଘୁ ସାହୁ, ସତ୍ୟ ସେଠ୍, ପୁରୁଷୋତ୍ତମ ମେହେର, ଅମରଜିତ ପଟେଲ, ସାଇଦେବ ପଟେଲ, ସଂଜୀବ ସାହୁ, ଜିତୁ ସାହୁ, ହିମାଞ୍ଚଳ ମେହେର, ମୁକେଶ ତ୍ରିପାଠୀ, ମଣ୍ଟୁ ସାହୁ, ଶଶୀ ସାହୁ, ମୁକେଶ ପଧାନ, ପ୍ରଫୁଲ୍ଲ ମିଶ୍ର, ଫିଲମାନ ବାଗ ପ୍ରମୁଖ ପଦାଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.