oom

ମାଲପଡା ହନୁମାନ ମନ୍ଦିର ଜୟନ୍ତୀ ପାଳନ କମିଟିର ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟାମାନେ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ୧୩ ତାରିଖ କଳସ ଶୋଭାଯାତ୍ର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ୧୪ ତାରିଖରେ ପଣା ପ୍ରସାଦ ସେବନ ସହ ଜୟନ୍ତୀର ଶୋଭାଯାତ୍ରାର ଆୟୋଜନ ପୂର୍ବ ବର୍ଷ ପରି କରାଯିବାକୁ ସ୍ଥିର କରାଯାଇଥିଲା । । ଉକ୍ତ ବୈଠକରେ ଅଜୁ ଦିକ୍ଷିତ, ଫକୀର ମୋହନ ସାହୁ, ଶିକ୍ଷକ ପ୍ରଫୁଲ୍ଲ ମହାପାତ୍ରା, ରଂଜିତ ବେହେରା, ପ୍ରକାଶ ତରିଆ, ଶୁଭେନ୍ଦୁ ବହିଦାର, କୁନୁ ବହିଦାର, ବିଭୁତି ବେହେରା, ଅନ୍ତର୍ଯ୍ୟାମୀ କରନ, ପବ ମହାପାତ୍ର, ଅନ୍ତ ବଗର୍ତ୍ତି, ସରୋଜ ମିଶ୍ର, ସୁରୁବାବୁ, ଶିବୁ, ସଂଜୟ, ସାହିଲ, ରାହିଲ, ସାନେ, ରମେଶ, ଉମେଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.