ଆଏଜ୍‌ ବାହୁଡ଼ା ଯାତ୍‌ରା : କରୋନା ଚାଁଟିନେଇଛେ ସବୁ ଗହକି ସଉକି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ବାହୁଡ଼ା ଯାତ୍‌ରା । ମାଏସୀ ଘରୁ ଆଏଜ୍‌ ଜଗନ୍ନାଥ ମାହାପୁରୁ ନିଜର୍‌ ମନ୍ଦିର୍‌ କେ ଫିର୍‌ବେ । ରଥ୍‌ଯାତ୍‌ରା ଦିନୁଁ ବାହୁଡ଼ା ଯାତ୍‌ରା ତକ୍‌ ସବୁଆଡେ଼ ଗହ ଗହ ମହ ମହ ଲାଗିଥିସି । ମାହାପୁରୁର୍‌ ଭିନେ ଭିନେ ଅବତାର୍‌ କେ ଲୋକ୍‌ ଦେଖ୍‌ବାର୍‌ ଲାଗି ମାଏସୀ ମନ୍ଦିର୍‌ ମାନ୍‌କୁ ବଡ଼ା ଗହଲି କର୍‌ସନ୍‌ । ମାତର୍‌କ’ ଦୁଇ ବଛର୍‌ ହେଲା କରୋନା ଚାଁଟି ନେଇଛେ ସମ୍‌କର୍‌ ଗହକି ସଉକି । ସାରା ଦେଶ୍‌ ଥି ରଥ୍‌ଯାତ୍‌ରା ପାଲନ୍‌ ହେସି । ଏନ୍‌ତା କି ବିଦେଶ୍‌ ଥି ବି କେନେ କେନ୍‌ତା ରଥ୍‌ଯାତ୍‌ରା ମନାହେସି । ହେଲେ ଅଲାଜୁକିଆ କରୋନାର୍‌ ଲାଗି ସବୁ ଠପ୍‌ ହେଇଯାଇଛେ । ଖାଲି ପୁରୀ ନେ ଗୁର୍‌ଦୁ କଟ୍‌କନା ଥି ପାଲନ୍‌ ହଉଛେ ରଥ୍‌ଯାତ୍‌ରା । ମାହାପୁରୁ କରୁ, ଆଏବାର୍‌ ରଥ୍‌ଯାତ୍‌ରା ଥି ଲୁକର୍‌ ଗହକି ସଉକି ସହି ସଲାମତ୍‌ ରହୁ ।

Leave A Reply

Your email address will not be published.