oum

ଅଲିପଡା ନିକଟରେ ବାହାଘର ପ୍ରୋସେସନ ବେଳେ ହାତରେ ବାଣ ଫୁଟିବାରୁ ଯୁବକ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

jsm

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ବାଣ ଫୁଟିବାରୁ ଯୁବକ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଲିପଡା ନିକଟରେ ବିବାହ ପ୍ରୋସେସନ ବେଳେ ବାଣ ଫୁଟିବାରୁ ଜଣେ ଯୁବକ ଗୁରୁତର ହୋଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ହାଜିପୁର ଗାଁର ରାଜା ଭୋଇ ।

Leave A Reply

Your email address will not be published.