
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଦଳୀମୁଣ୍ଡା ସ୍ଥିତ ମେଗା ନର୍ସରୀ ଠାରେ ବଲାଙ୍ଗିର ଡିଏଫ୍ଓ ନିତିଶ କୁମାରଙ୍କ ନେତୃତ୍ୱରେ ବଲାଙ୍ଗିର ବନଖଣ୍ଡ ଅଂଚଳରେ ବାଘ ଓ କଳରାପତରିଆଙ୍କ ସମତେ ବିଭିନ୍ନ ତୃଣଭୋଜି ପ୍ରାଣୀ ମନାଙ୍କ ଆକଳନକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବରରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ରେଂଜ ଅଧିକାରୀ, ଫରେଷ୍ଟର ଏବଂ ବନକର୍ମଚାରୀମାନେ ଉପସ୍ଥିତ ଥିଲେ ।
