ଭୁବନେଶ୍ୱର : ପାଗରେ ଆସିବ ପରିବର୍ତ୍ତନ । ଜିରୋ ନାଇଟରୁ ବଢ଼ିବ ଥଣ୍ଡା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁଠି ପାଗ ଶୁଖିଲା ରହିବ । ୨ ଦିନ ପରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ଡିସେମ୍ବର ୩୧ ତାରିଖରୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢ଼ିପାରେ । ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ।
Next Post