କଂଗ୍ରେସ ପାର୍ଟିକୁ ଶସକ୍ତ କରିବାକୁ ଆହ୍ୱାନ ଦେଲେ ଓମ୍‌ ପ୍ରକାଶ କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର କଂଗ୍ରେସ ପାର୍ଟିକୁ ଶସକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଛତାପିପଲ ପଞ୍ଚାୟତର ତେଣ୍ଡିପାଲି, ଛତାପିପଲ ଓ ବନ୍ଧପଡା ପଞ୍ଚାୟତର ଜଲଜଡ଼ ଗ୍ରାମକୁ ଯାଇ ସେଠାକାର ଜନସାଧାରଣଙ୍କୁ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର କଂଗ୍ରେସ ପାର୍ଟିକୁ ଶସକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ଗ୍ରାମର ଉନ୍ନତି ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.