ଏଟିଏମ୍‌ କାନଉଣ୍ଟରର କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ !

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍ପିଟାଲ୍‌ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ କାନଉଣ୍ଟରର କାଚ ଗତ ସପ୍ତାହେ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । କାଚ ଭାଙ୍ଗିଥିବା ବେଳେ ଏପର୍ୟ୍ୟନ୍ତ ତାହା ମରାମତି ହୋଇନାହିିଁ । ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ନାଁ ବ୍ୟାଙ୍କ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ତେବେ ଦୁର୍ବୃତ୍ତମାନେ ଏଭଲି କାଣ୍ଡ ଭିଆଇଥିବା କେତେକ ଲୋକେ କହିଛନ୍ତି । ତେଣୁ ଡେ଼ାର କାଚ ମରାମତି ପାଇଁଦାବି ହୋଇଛି ।

Leave A Reply

Your email address will not be published.