ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ ଥିବା ଜଣାପଡିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ସୂଚନା ଅନୁସାରେ ବାର୍ଦ୍ଧକ୍ୟଜନିତ କାରଣରୁ ନିକଟରେ ସେ ଅତ୍ୟନ୍ତ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ସୁସ୍ଥତା ଅନୁଭବ ହେବା ପରେ ସେ ଏବେ ତାଙ୍କ ଘରକୁ ଫେରି ଆବଶ୍ୟକ ଚିକିତ୍ସା ଗ୍ରହଣ କରୁଥିବା ଜଣାପଡିଛି ।

Leave A Reply

Your email address will not be published.