om academy

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଅସୁସ୍ଥ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଅସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ ତାଙ୍କ ଅକ୍‌ସିଜେନ୍‌ ଲେବେଲ୍‌ କମି ଯାଉଥିବାରୁ ତାଙ୍କୁ ଅକ୍‌ସିଜେନ୍‌ ଦିଆଯାଇଛି । ଶ୍ରୀ ମିଶ୍ର ନିମୋନିଆ ରୋଗରେ ପୀଡ଼ିତ ଥିବା ଚିକିତ୍ସକମାନେ କହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଜାରି ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.