- ମହେନ୍ଦ୍ର କୁମାର ଖୁଣ୍ଟିଆ
ଦେଖନ୍ତୁ ବଜେଟରେ ନୂଆ କିଛି ନାହଁ । ମଦ ପୁରୁଣା ବୋତଲ ନୂଆ । ଓଡିଶା ପାଇଁ ତ୍ରିପଲ ଇଞ୍ଜିନ ସରକାର ଓଡ଼ିଶାବାସୀ ଯେଉଁ ଆଶା ଦେଖିଥିଲେ ସେହି ଆଶା ଆଶାରେ ରହିଗଲା । ଓଡିଶା ପାଇଁ ସେମିତି ସ୍ପେଶିଆଲ ପେକେଜ ନାହିଁ । ଦ୍ୱିତୀୟ କଥା ଆମ କୃଷି ପ୍ରଧାନ ରାଜ୍ୟରେ କୃଷକ ପାଇଁ ସେମିତି ପେକେଜ ନାହିଁ । ନା ଏମ୍ଏସ୍ସି ଦର ବଢ଼ିଛି ନା କିଛି ଜିନିଷ ନାହଁ । ତୃତୀୟରେ ଆମ ଆଦମୀ ପାଇଁ ବାହା ଘର ସମୟରେ ସୁନା ଦର ବଢ଼ିଛି ବରଂ କମିବାର ନାଁ ନାହଁ । କହିବାକୁ ସବୁ ମାଡ଼ ଜନତା ଉପରେ ପଡୁଛି । ଏହା କପି ପେଷ୍ଟ ବଜେଟ ରଙ୍ଗମରା ବଜେଟ” ।
ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ
ମାଣ୍ଡୋସିଲ, ପଦ୍ମପୁର