ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଙ୍ଗୀନ ଆରୋପ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କବି ସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ବିସ୍ଫୋରକ ବୟାନ ଆଣିଛନ୍ତି । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାଁରେ ସଂଗୀନ ଆରୋପ ଆଣିଲେ ଲତିକା । ରଞ୍ଜିତା ସାହୁ ବିଭୀଷଣ ସାଜି ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ହରାଇଥିବା କହିଲେ ଲତିକା ପ୍ରଧାନ ।
ରଞ୍ଜିତା ସାହୁ ବିଜେପି ସହ ହାତ ମିଳାଇ ଦଳ ବିରୋଧୀ କରିଥିଲେ ଏବଂ ଏବେବି ସେଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ’ ମୋତେ ହରାଇବାକୁ ରଞ୍ଜିତା ପ୍ଲାନ କରିଥିଲେ । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିବା ଲୋକସଭା ଆସନ ସିଟ୍‌ ମଧ୍ୟ ଚାଲିଗଲା ବୋଲି ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.