centurian jitm

ପଦ୍ମପୁର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଆରମ୍ଭ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ନବରାତ୍ର ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ମହେନ୍ଦ୍ର ଭୋଇ ଓ ଉମା ପ୍ରଧାନ ପୂଜା ଉତ୍ସବର କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି । ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ ପୂଜାକାର୍ଯ୍ୟ କରୁଥିବା ବେଳେ ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା ସହଯୋଗ କରୁଛନ୍ତି । ଉତ୍ସବର ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ସୁଶାନ୍ତ ପଧାନ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.