om academy

ଦୁର୍ଘଟଣାଗ୍ରସ୍ତ ହେଲା ଅଟୋ : ଡ୍ରାଇଭର ଗୁରୁତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିଲାଗଡ ରାସ୍ତାର ସିନଖମନ ଠାରେ ଗତ ରାତି ପ୍ରାୟ ୯.୩୦ରେ ଗୋଟିଏ ଅଟୋ (ଓଆର୍‌୧୪ୱାଇ୫୬୦୮) ଭାରସାମ୍ୟ ହରାଇ ଗଛରେ ପିଟିଦେଇଥିଲା । ଫଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ସମାଜସେବୀ ମାନେ ଆମ୍ବୁଲାନ୍ସକୁ ଡାକି ଭୀମ ଭୋଇ ମେଡିକାଲରେ ଗୁରତର ଡ୍ରାଇଭର ଜଣକୁ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.