oom

ମୁରିବାହାଲରେ ରାବଣ ପୋଡ଼ି ଅନୁଷ୍ଠିତ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଏମୁଣ୍ଡ ହନୁମାନ ଛକ ଠାରେ ଗୁଏମୁଣ୍ଡ, କନସିଲ ଓ ମୁଣ୍ଡପଦର ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ ନିରୁପମା ଗହୀର, ସରପଞ୍ଚ ଭାଇ, ବିଜେଡି ନେତ୍ରୀ ଚିତ୍ରଲେଖା ଭଉଣୀ, ପୂର୍ବତନ ସରପଂଚ ଅଗସ୍ତି ବାଗ, ବିଜେଡି ନେତା ତଥା ଆଇନଜୀବୀ ଜଗଦିଶ ସୁନା ।

jittmm
Leave A Reply

Your email address will not be published.