lika

କଖଡିରେ ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ

gbag

ଗୁରୁଡିଝାଟିଆ : କଖଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରପଞ୍ଚ କଳ୍ପନା ଛତାର, ଦଳର ବରିଷ୍ଠ କର୍ମୀ ବିଷ୍ଣୁଚରଣ ମହାରଣା, ଦାସରଥି ବେହେରା, ନରେନ୍ଦ୍ର କୁମାର ସାହୁ, ବିଜୟ କୁମାର ରାଉତ, ଦିଲ୍ଲୀପ ଛତାର, ସୁରେନ୍ଦ୍ର ମହାନ୍ତି, ବାନାମ୍ବର ସେଠୀ, ସନ୍ତୋଷ କୁମାର ରାଉତ, ସନାତନ ମହାନ୍ତି, ସନ୍ତୋଷ କୁମାର ବେଉରା, ବ୍ରଜରାଜ ଖଟୁଆ, ରଞ୍ଜନ କୁମାର ମୁଦୁଲି(ଡନ)ଙ୍କ ସହିତ ଛାତ୍ର, ଯୁବ ଓ ମହିଳା ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦଳକୁ ମଜବୁତ କରିବା ନିମନ୍ତେ ଶପଥ ନେବା ସହ ଦୁଃଖ ସୁଖରେ ଏକାଠି ହେବା ନିମନ୍ତେ କହିଥିଲେ ।

babaa
Leave A Reply

Your email address will not be published.