ls

କୋଠା ନିର୍ମାଣକୁ ଅନୁମତି

sb

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଛି ଏନ୍‌ଓସି । କୋଠା ନିର୍ମାଣକୁ ଏନ୍‌ଓସି ଦେଲା ଏନ୍‌ଏମ୍‌ଏ । ଏନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଏନ୍‌ଏମ୍‌ଏ ଚିଠି ଦେଇଥିବା ଜଣାପଡିଛି । ଏଥିରେ ମନ୍ଦିର ପ୍ରଶାସନର ୩ ମହଲା କୋଠା ନିର୍ମାଣକୁ ଅନୁମତି ଦେଇଥିବା ଉଲ୍ଲେଖ ଅଛି ।

pc pk
Leave A Reply

Your email address will not be published.