shyamal

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଥିଲା । ଏମିତିକି ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ଖବର ପାଇ ସମାଧାନର ବାଟ ଫିଟାଇବା ପାଇଁ ବଲାଙ୍ଗିରର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପୌରପରିଷଦ ଟିମ୍‌ ସହ ମନ୍ଦିର ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

purusottam
Leave A Reply

Your email address will not be published.